ଟ୍ରଫି ଦେଲା ବାରବାଟୀ : ୱେଷ୍ଟ ଇଣ୍ଡିଜ୍‌କୁ ୪ ୱିକେଟରେ ହରାଇ ଭାରତର ଶୃଙ୍ଖଳା ବିଜୟ

କଟକ: ବିରାଟଙ୍କ ବ୍ୟାଟ୍‌ରୁ ଏକ ବଡ଼ ପାଳି ଦେଖିବା ଲାଗି ବାରବାଟୀ ଦର୍ଶକ ୮ ବର୍ଷ ହେବ ଉତ୍ସାହ ଓ ଉତ୍କଣ୍ଠାର ସହ ଚାହିଁ ବସିଥିଲେ। ଶେଷରେ ସେମାନଙ୍କର ଏହି ଆଶା ପୂରଣ ହୋଇଛି। ପୂର୍ବରୁ ବାରବାଟୀରେ ଖେଳିଥିବା ୪ ପାଳିରୁ ମାତ୍ର ୩୪ ରନ୍ କରିଥିବା କୋହଲି ଆଜି ୮୫ ରନ୍‌ର ବିରାଟ ପାଳି ଖେଳି ସମସ୍ତଙ୍କ ମନ ଜିତିନେଇଛନ୍ତି। ତାଙ୍କ ଦାଇତ୍ୱବାନ ପାଳି ବଳରେ ହିଁ ଭାରତ … Continue reading ଟ୍ରଫି ଦେଲା ବାରବାଟୀ : ୱେଷ୍ଟ ଇଣ୍ଡିଜ୍‌କୁ ୪ ୱିକେଟରେ ହରାଇ ଭାରତର ଶୃଙ୍ଖଳା ବିଜୟ